Jump to content

ନିତ୍ୟ ମୁକ୍ତ

ଉଇକିଅଭିଧାନ‌ରୁ

ନିତ୍ୟ ମୁକ୍ତ

ଉଚ୍ଚାରଣ

[ସମ୍ପାଦନା]
(ନିତ୍ୟମୁକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ନିୟତନିର୍ଲିପ୍ତ; କାଳାତୀତଭାବରେ ବନ୍ଧନ ମୁକ୍ତ — Emancipated or freed from all bonds for all time.

ବିଶେଷ୍ୟ -

[ସମ୍ପାଦନା]

ପରମାତ୍ମା —The Universal or Supreme Soul.