Jump to content

ନିତ୍ୟ ଯୌବନ

ଉଇକିଅଭିଧାନ‌ରୁ

ନିତ୍ୟ ଯୌବନ

ଉଚ୍ଚାରଣ

[ସମ୍ପାଦନା]
(ନିତ୍ୟଯୌବନା—ସ୍ତ୍ରୀ) 

ସେ. ବିଶେଷ୍ୟ -

[ସମ୍ପାଦନା]

ଚିରଯୌବନ; ଚିରକାଳ ବାର୍ଦ୍ଧକ୍ୟରହିତ ଅବସ୍ଥା; ସ୍ଥିରଯୌବନ — Perpetual youth; unfading youth.

ବିଶେଷଣ - ଫୁ. (ବହୁବ୍ରୀହି)

[ସମ୍ପାଦନା]

ଯେ ସର୍ବଦା ଯୁବା ଥାଏ; ଯାହାର ବାର୍ଦ୍ଧକ୍ୟ ହୁଏ ନାହିଁ; ଚିଲ ଯୁବା — Ever youthful; possessing perpetual youth.