ନିତ୍ୟ ରାସ
(ବୈଷ୍ଣବ ସାହିତ୍ୟ)—ଗୋଲୋକଧାମ ବା ବୈକୁଣ୍ଠରେ ଶ୍ରୀକୃଷ୍ଣ ଓ ଗୋପୀମାନଙ୍କଦ୍ୱାରା ପ୍ରତିଦିନ ଅହରହଃ ସମ୍ପାଦିତ ରାସକ୍ରୀଡ଼ା —The ball dance said to be performed every day in the B&aline;i̱kuṇṭha by Bishṇu and his consorts.