Jump to content

ନିତ୍ୟ ସମାସ

ଉଇକିଅଭିଧାନ‌ରୁ

ନିତ୍ୟ ସମାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ୍)

[ସମ୍ପାଦନା]

ଏକପ୍ରକାର ସମାସ; ଯେଉଁ ସମାସରେ ସମସ୍ତ ପଦର ଅବୟକୀଭୁତ ପଦମାନଙ୍କୁ ସ୍ୱତନ୍ତ୍ର ବ୍ୟବହାର କଲେ ଅର୍ଥବୋଧ ହୁଏ ନାହିଁ — (Sanscrit grammar) A class of compound; a compound of Wich the meaning cannot be espressed by its component members used separarely, the separate ideas having mergad in one.

[ନିତ୍ୟସମାସର ଉଦାହରଣ—ପ୍ରତିଦିନ;—ଏଠାରେ ସମସ୍ତ ପଦର ଅବ୍ୟୟବୀଭୁତ ୨ଟି ଶବ୍ଦ ଓ ଦିନକୁ ସ୍ୱତନ୍ତ୍ର ବ୍ୟବହାର କଲେ ଦିନେ ଦିନେ ଏହି ଅର୍ଥରେ ବୋଧ ହେବ ନାହିଁ ଖଟ୍ୱାରୂଢ଼;— —୨ୟା ତତ୍ପୁରୁଷ ନିଷ୍ଣନ୍ନ ଘଟ୍ୱାରୁଢ଼ ଶବ୍ଦର ଅର୍ଥ ଯେ ଖଟରେ ଚଢ଼ିଛି କିନ୍ତୁ ନିତ୍ୟସମାସ ନିଷ୍ଣନ୍ନ ଖଟ୍ୱାରୂଢ଼ ଶବ୍ଦର ଅର୍ଥ ନୀଚ ଭୋଜନାର୍ଥ—ଏଠାରେ ଭୋଜନ ଓ ଅର୍ଥ ଏ ଦୁଇ ଶବ୍ଦର ସ୍ୱତନ୍ତ୍ର ପ୍ରୟୋଗଦ୍ୱାରା ସମସ୍ତ ପଦର ଅର୍ଥର ବୋଧ ହେବ ନାହିଁ ଏ ପଦର ଅର୍ଥ ଭୋଜନ ନିମନ୍ତେ ଗତ୍ୟନ୍ତର—ଏଥିରେ ଅର୍ଥ ଅନ୍ୟ ଗତି]