Jump to content

ନିଦବାଉଳା

ଉଇକିଅଭିଧାନ‌ରୁ

ନିଦବାଉଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଦ୍ରା ଓ ବାତୁଳ)

[ସମ୍ପାଦନା]

ଗାଢ଼ ନିଦ୍ରାରେ ଶୋଇଥିବା ବ୍ୟକ୍ତି କୌଣସି ଶବ୍ଦ ବା ଡାକ ଆଦି ଶୁଣି ହଠାତ୍ ନିଦରୁ ଉଠିଲେ ତାହାର ଯେଉଁ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥା ଓ ହାତ ଏଣେ ତେଣେ ବୁଲାଇ ଦରାଣ୍ଡିବା ଅବସ୍ଥା ଘଟେ — The dazed condition of a person suddenly roused from deep slumber.

ମାଇକିନିଆଁ ମାନେ ନିଦ ବାଉଳାରେ ହାଉଳି ଖାଇ ଦେହ ଲୁଗା ଘେନିx x x ଗଛ ମୂଳରେ ବସି ଅଛନ୍ତି ଫକୀରମୋହନ ଛମାଣଆଠଗୁଣ୍ଠ