Jump to content

ନିଦର

ଉଇକିଅଭିଧାନ‌ରୁ

ନିଦର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଫୁ. (ସଂସ୍କୃତ - ନିର୍+ଦର)

[ସମ୍ପାଦନା]
୧. ନିର୍ଭୟ — ୧. Fearless.

ବୋଲେ ରାମା ସୋଦର ବଡ଼ାଇ ନ ଆଦର ନିଦର ନୃହତୁ ତ୍ରବାଦି ଭଞ୍ଜ. ବୈଦେହୀଶବିଳାସ

୨. ନିଶ୍ଚିନ୍ତ୍ —୨. Free, from anxiety.

ବିଶେଷ୍ୟ -

[ସମ୍ପାଦନା]

ଭୟଶୂନ୍ୟତା —Want of fear.