ନିଦା
ଦେଖଣା
ନିଦା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଫମ୍ପା, ପୋଲ—ବିପରୀତ)
=== ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଦଟ—ଜ୍ଞାନେନ୍ଦ୍ର; ନିର୍ଭଟ=ଦୃଢ଼— ଯୋଦେଶ୍ଚନ୍ଦ୍ର' ସଂସ୍କୃତ - ନିର୍ଦାରଣ୍=ଛିଦ୍ରହୀନ M.W.)—
- ୧. ଘନ; ଯାହା ଫମ୍ପା ନୁହେ; ନିବିଡ଼ — ୧. Solid; thick; not hollow; compact.
ନିଦାମଣି ଭ୍ରମେ କିମ୍ପା ନିଅ ପୋଲ— ରାଧଆନାଥ ଦରବାର
- ୨. ଦୃଢ଼; ଅଟଳ' ସ୍ଥିର —୨. Firm; fixed.
ତୁମ୍ଭର ପୁଅ ବୁଲାଇଲେ ଗଦା ଅଟେ ତ ତାଙ୍କର ବୁଦ୍ଧିଟି ଯୁଦ୍ଧେ ନିଦା—କୃଷ୍ଣସିଂହ . ମହାଭାରତ , ଶଲ୍ୟ
କ୍ରି. ବିଶେଷଣ -
[ସମ୍ପାଦନା]- ୧. ନିରାଟ, ଅତ୍ୟନ୍ତ —୧. Very much.
- ୨. ଘନଭାବରେ —୨. Thicklly.
- ୩. ଦୃଢ଼ରୁପେ —୩. Firmly.
(ନଦେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ଫୁ (ସଂସ୍କୃତ - ନିଦ୍ରାଳୁ)
[ସମ୍ପାଦନା]ନିଦ୍ରାଳୁ (ଦେଖ) - —Nidrāḻu (See)