ନିଦାନ
ଦେଖଣା
ନିଦାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚୟ ରୂପେ+ଦା ଧାତୁ+କରଣ .ଅନ)
[ସମ୍ପାଦନା]- ୧. ମୂଳ କାରଣ; ଆଦି କାରଣ — ୧. Root cause; primary cause.
- ୨. କାରଣ —୨. Cause.
- ୩. (ନି+ଦୋ ଧାତୁ=ଛେଦନ କରିବା+କରଣ ଅନ) ବତ୍ସଦାମ; ବାଛୁରି ବାନ୍ଧିବା ଦଉଡ଼ି — ୩. A rope to tie a calf.
- ୪. ଅନ୍ତିମ ଅବସ୍ଥା — ୪. Last extremity; last stage.
- ୫. (+ଭାବ. ଅନ) ଅବସାନ; ଅନ୍ତ — ୫. End; termination.
- ୬. ସୂକ୍ଷ୍ମତା —୬. Minuteness.
- ୭. ବାରାମ; ନିବୃତ୍ତି —୭. Cessation.
- ୮. (ନି+ବୈ ଧାତୁ=ଶୁଦ୍ଧ କରିବା+ଭାବ. ଅନ) ପରିତ୍ରତା; ବିଶୁଦ୍ଧତା —୮. Purity.
- ୯. ରୋଗର ଲକ୍ଷଣ ଦେଖିବାଦ୍ୱାରା ରୋଗର କାରଣ ନିର୍ଣ୍ଣୟ; ରୋଗ ନିର୍ଣ୍ଣୟ —୯. Diagnosis; the ascertainment of the causes of a disease by observing its symptoms.
- ୧. ରୋଗର ସମସ୍ତ କାରଣ, ଲକ୍ଷଣ ଓ ଅବସ୍ଥା ବର୍ଣ୍ଣନାତ୍ମକ ଶାସ୍ତ୍ର —୧୦. Pathology (M.W.); the science of the nature, causes and remedies of a disease.
- ୧୨. ମାଧବ କର କୃତ ରୋଗମାନଙ୍କ ମୂଳ କାରଣ ଓ ଲକ୍ଷଣ ନିର୍ଣ୍ଣାୟକ ସଂସ୍କୃତ ଗ୍ରନ୍ଥବିଶେଷ — ୧୨. A Sanscrit work on pathology by Mādhaba Kara.
- ୧୩. ରୋଗର ଆନୁପୁର୍ବିକ ଓ ଆନୁସଙ୍ଗିକ ଲକ୍ଷଣମାନ — ୧୩. The whole of the morbid conditios of a disease.
- ୧୪. ପବିତ୍ରୀକରଣ; ଶୋଧନ — ୧୪. Purification (Apte).
- ୧୫. ଯଥାର୍ଥତା —୧୫. Correctness (M.W.).
- ୧୬. ତପଃ ଫଳ କାମନା (ହି .ଶବ୍ଦସାଗର) — ୧୬. Claiming the reward of penitential acts. (M.W.)
- ୧୭. ମୌଳିକ ଆକାର ବା ସାର — ୧୭. Original form or essence. (M.W.)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶେଷ ଫଳ —୧. Ultimate result.
- ୨. ସ୍ଥିରୀକୃତ ଶେଷ ବିଷୟ — ୨. Finally settled matter.
- ୩. ମରିବାର ପୂର୍ବ ଲକ୍ଷଣ —୩. Sure symptoms of a daying person.
ବିଶେଷଣ -
[ସମ୍ପାଦନା]- ୧. ନିଃସନ୍ଦେଦ —୧. Doubtless.
- ୨. ନିଶ୍ଚୟ —୨. Certain.
ଏକି ? ରଣ ବାଦ୍ୟ ? ଅରାତିଙ୍କ କମାଣ ନିଦାନ ଭିକାରି କଟକ ବିଜୟ