ନିଦାନ୍
ଦେଖଣା
ନିଦାନ୍
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ଅ (ତୁଳ. ହିନ୍ଦୀ - ନିଦାନ୍=ପରି— ଶେଷରେ)
[ସମ୍ପାଦନା]- ୧. ନିଶ୍ଚେ; ଅବଶ୍ୟ —୧. Certainly; surely.
- ୨. ନିଃସନ୍ଦେହରେ —୨. Doubtlessly.
- ୩. ପରିଶେଷରେ; ଆଖର୍ —୩. At last.
ବିଶେଷଣ -
[ସମ୍ପାଦନା]ନିଶ୍ଚିତ —Certain.
ବିଣରବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ; ନିତାନ୍ତ — Much; very; very much.
(ଯଥା—ତୁଁ ନିଦାନ୍ ଗଉଲିଆଟେ=ତୁ ନିତାନ୍ତ ଗାଉଁଲି ଟାଏ)