ନିଦାନ ସ୍ଥାନ
ଆର୍ଯ୍ୟ ଚିକିତ୍ସା ଶାସ୍ତ୍ର ବର୍ଣ୍ଣିତ ୮ଟି ଶାଖା ମଧ୍ୟରୁ ଏକତମ; ରୋଗର କାରଣ ସମ୍ୱନ୍ଧୀୟ ବିଷୟ — Pathology; the subject of the detection. of the causes of a disease; one of the ୮ departmeuts of Hindu medical science.
[ ଦ୍ର—ଚରକ ତଳେ ନୋଟ୍ ଦେଖ ]