Jump to content

ନିଦାବିଷ୍ଣୁ

ଉଇକିଅଭିଧାନ‌ରୁ

ନିଦାବିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଓଡୢଆ ନୃସିଂହ ପୁରାଣୋକ୍ତ) ପ୍ରକୃତରେ ବିଷ୍ଣୁ ନ ହୋଇ ଆପଣାକୁ ବିଷ୍ଣୁଙ୍କ ଅବତାର ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି — ୧. The name of a person passing himself. off as an incarnation of Bishụu.
୨. ଧର୍ମବକ; ବିରାଡ଼ି ବୈଷମ; ଯେ ଆପଣାର କପଟତାକୁ ଘୋଡ଼ାଇ ବାହାରେ ଭଲପଣ ଦେଖାଇ ହୁଏ — ୨. A hypocrete.
୩. ଅଳସୁଆ ଲୋକ —୩. An idle person.
୪. ଉଦାସୀନ ବ୍ୟକ୍ତି — ୪. An indifferentt person.