Jump to content

ନିଦାରୁଣ

ଉଇକିଅଭିଧାନ‌ରୁ

ନିଦାରୁଣ

ଉଚ୍ଚାରଣ

[ସମ୍ପାଦନା]

(ନିଦାରୁଣତା—ବି)

ସଂସ୍କୃତ - ବିଶେଷଣ - (ନି=ବିଶେଷ ରୂପେ+ଦାରୁଣ)

[ସମ୍ପାଦନା]
୧. ଘୋର; ଅତି ଭୟାନକ — ୧. Fierce; awful.
୨. ଅତି ନିଷ୍ଠୁର —୨. Very cruel.
୩. ଅତି କଠିନ —୩. Very hard; very harsh.
୪. ଅସହ୍ୟ —୪. Unbearable; Severe.