Jump to content

ନିଦା ଗୁଆ

ଉଇକିଅଭିଧାନ‌ରୁ

ନିଦା ଗୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଗୁଆ ଭିତରେ ପୋଲ ନାହିଁ — ୧. A nut which is not hollow inside.

୨. (ଲକ୍ଷଣାର୍ଥ) ଟଙ୍କା — ୨. (figurative) Coin; money; rupee.

ଏ ପରିରେ ଡାକେ ଶୁଆ କାହା ଘରେ ଅଛି ନିଦାଗୁଆ—ପ୍ରହେଳିକା