ନିଦା ମୂର୍ଖ
ଦେଖଣା
ନିଦା ମୂର୍ଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଦା ମୂର୍ଖ
|
(ନିଦାମୁରଖ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]ଗଜମୂର୍ଖ; ନିରାଟ ମୂର୍ଖ; ସି ଅକ୍ଷର ବିବର୍ଜିତ (ବ୍ୟକ୍ତି) —Totally illiterate; ignorant.
ସେହି ନିଦାମୂର୍ଖ ଅଣ ଅନୁ ଭବୀ ହେଲା ତୋହ ବରେ କବିକୁଳେ ରବି ଚିନ୍ତାମଣି, ମହୋଦଧି