Jump to content

ନିଦିଗ୍ଧ

ଉଇକିଅଭିଧାନ‌ରୁ

ନିଦିଗ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି=ବିଶେଷ ରୂପ+ଦିହ୍ ଧାତୁ=ଲେପିବା+ କର୍ମ. ତ)

[ସମ୍ପାଦନା]
୧. ଲେପିତ; ପ୍ରକ୍ଷିତ; ବୋଳା ହୋଇଥିବା —୧. Smeared; anointed; plastered.
୨. ଉପଚିତ; ସଞ୍ଚିତ —୨. Stored up.


୩. ଗଦା କରା ଯାଇଥିବା; ସ୍ତୂପୀକୃତ — ୩. Heaped up; piled up.