ନିଦିଧ୍ୟାସ
ଦେଖଣା
ନିଦିଧ୍ୟାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ଧ୍ୟୈ ଧାତୁ=ଚିନ୍ତା କରିବା+ସନ୍+ଭାବ ଅ)
[ସମ୍ପାଦନା]- ୧. ପ୍ରଗାଢ଼ ଭାବରେ ଧାରାବାହିକ ଚିନ୍ତା; ଏକାଗ୍ର ଗଭୀର ଧ୍ୟାନ —୧. Profound and. concentrated meditation.
- ୨. ପୁନଃ ପୁନଃ ପରମାର୍ଥ ଚିନ୍ତା —୨. Repeated spiri tual conteṃplation.
- ୩. ସତତ ଚିନ୍ତନ; ନିରନ୍ତର ବିଚାର — ୩. Constant musing.