Jump to content

ନିଦିଷ୍ଟ

ଉଇକିଅଭିଧାନ‌ରୁ

ନିଦିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ଦଶ୍ ଧାତୁ=କହିବା+କର୍ମ.ତ)

[ସମ୍ପାଦନା]
୧. ଆଦିଷ୍ଟ; ନିର୍ଦ୍ଦେଶିତ — ୧. Ordered; enjoined.
୨. କଥିତ —୨. Spoken.
୩. ନିରୂପିତ —୩. Fixed.
୪. ଉପଦିଷ୍ଟ —୪. Instructed.
୫. ପ୍ରଦର୍ଶିତ; ନିଦର୍ଶିତ —୫. Pointed out.