Jump to content

ନିଦେଶକାରକ

ଉଇକିଅଭିଧାନ‌ରୁ

ନିଦେଶକାରକ

ଉଚ୍ଚାରଣ

[ସମ୍ପାଦନା]

(ନିଦେଶୀ—ଅନ୍ୟରୂପ)

(ନିଦେଶ କାରିକା, ନିଦେଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନିଦେଶ+କୃ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ଆଜ୍ଞା ଦିଏ —୧. Directing ordering.
୨. ନିର୍ଦ୍ଦେଶକ —୨. Pointing out; showing.