Jump to content

ନିଦେଶିନୀ

ଉଇକିଅଭିଧାନ‌ରୁ

ନିଦେଶିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିଦେଶ+ଇନ୍+ସ୍ତ୍ରୀ. ଇ)

[ସମ୍ପାଦନା]
୧. ଦିକ୍; ଦିଗ — ୧. A point of the compass.
୨. ଦେଶାଂଶ; ଅଞ୍ଚଳ —୨. A region (Apte)