Jump to content

ନିଦେଷ୍ଟା

ଉଇକିଅଭିଧାନ‌ରୁ

ନିଦେଷ୍ଟା

ଉଚ୍ଚାରଣ

[ସମ୍ପାଦନା]
(ନିଦେଷ୍ଟ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନି+ଦିଶ୍ ଧାତୁ+କର୍ତ୍ତୃ. ତୃ; ନିଦେଷ୍ଟ ଶଦ୍ଦ ୧ମା.୧ବ.)

[ସମ୍ପାଦନା]
୧. ନିଦେଶକାରକ; ଯେ ଆଜ୍ଞା ଦିଏ — ୧. Giving orders; commanding.
୨. ଯେ ଦେଖାଇ ଦିଏ —୨. Pointing out.