Jump to content

ନିଦ୍ରା

ଉଇକିଅଭିଧାନ‌ରୁ

ନିଦ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ନି+ଦ୍ରା ଧାତୁ=ଶୋଇବା+ଭାବ. ଅ)

[ସମ୍ପାଦନା]
୧. ଶୟନ; ସୁପ୍ତି; ଶୋଇବା; ନିଦ —୧. Sleep.

[ ଦ୍ର—ନିଦ୍ରାର ଗାଢ଼ ଅବସ୍ଥାକୁ ନିଦ୍ରା ଓ କ୍ଷୀଣ ନିଦ୍ରାକୁ ତନ୍ଦ୍ରା ବୋଲା ଯାଏ]

୨. ଆଳସ୍ୟ —୨. Idleness.
୩. ନିମୀଳନ —୩. Closing; the budding state of a flower.