Jump to content

ନିଦ୍ରାଭାବ

ଉଇକିଅଭିଧାନ‌ରୁ

ନିଦ୍ରାଭାବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନିଦ୍ରା+ଅଭାବ)

[ସମ୍ପାଦନା]

ଅନିଦ୍ରା; ଜାଗରଣ — Wakefulness.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଦ୍ରା+ଭାବ)

[ସମ୍ପାଦନା]

ନିଦ୍ରାବେଶ — Sleepiness; drowsiness.