Jump to content

ନିଦ୍ରାଳସ

ଉଇକିଅଭିଧାନ‌ରୁ

ନିଦ୍ରାଳସ

ଉଚ୍ଚାରଣ

[ସମ୍ପାଦନା]
(ନିଦ୍ରାଳସା—ସ୍ତ୍ରୀ) 

(ନିଦ୍ରାଳସ୍ୟ, ନିଦ୍ରାଳସତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ନିଦ ମାଡ଼ିବା ଯୋଗୁଁ ଅଳସ — ୧. Slothful from drowsiness (m. W.)
୨. ଘୋରନିଦ୍ରାଭିଭୂତ; ଖୁବ୍ ନିଦ୍ରିତ — ୨. Fast asleep (M.W.)