ନିଦ୍ରାଳୁ
ଦେଖଣା
ନିଦ୍ରାଳୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନିଦ୍ରା+ଶୀଳାର୍ଥେ. ଆଳୁ.ତୁଳ. ଦୟାଳୁ. ଭୟାଳୁ)
[ସମ୍ପାଦନା]- ୧. ନିଦ୍ରାସକ୍ତ —୧. Sleepy.
- ୨. ଘୁମା —୨. Drowsy.
- ୩. ଅଳସୁଆ —୩. Lethargic.
- ୪. ନିଦ୍ରାଶୀଳ; ଯେ ଅଧିକାଂଶ ସମୟ ଶୋଇବାକୁ ସୁଖପାଏ — ୪. Fond of sleep; given to sleep.
- ୫. ନିଦ୍ରାବିଷ୍ଟ; ଯେ ଶୋଇଅଛି —୫. Asleep.
ବିଶେଷ୍ୟ -
[ସମ୍ପାଦନା]- ୧. ବାଇଗଣ; ବାର୍ତ୍ତୀକୀ — ୧. Brinjal; eggplant; Solanum Melongena (M.W.)
- ୨. ବନ ବର୍ବରିକା; ଏକପ୍ରକାର ବଣତୁଳସୀ ଗୁଳ୍ମ — ୨. A kind of wild Basil plant.