Jump to content

ନିଦ ଭାଙ୍ଗିବା

ଉଇକିଅଭିଧାନ‌ରୁ

ନିଦ ଭାଙ୍ଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଦ ଭଙ୍ଗାଇବା (ଦେଖ) - ୧. Nida bhaṅgāibā (See)
୨. ନିଜେ ଚେଷ୍ଟା ପୂର୍ବକ ନିଦ୍ରାର ଆଳସ୍ୟକୁ ତ୍ୟାଗ କରିବା —୨. To shake off one's slumber.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଦ୍ରା ଭଙ୍ଗ)

[ସମ୍ପାଦନା]
୧. ଜାଗରଣ; ନିଦ୍ରାଭଙ୍ଗ ହେବା — ୧. A waking from sleep.
୨. (ଲକ୍ଷଣାର୍ଥ) ପ୍ରକୃତି ଅବସ୍ଥାର ଉପଲବ୍ଧି — ୨. (figurative) Realisation of one's actual position.

(ଯଥା—ତେଣେ ମାହାଲା ଲାଟରେ ଗଲାଣି, ବାବୁଙ୍କର ଏତେ ବେଳଯାଏଁ ନିଦ ଭାଙ୍ଗୁ ନାହିଁ)