ନିଦ ମନ୍ତର
ଦେଖଣା
ନିଦ ମନ୍ତର
ଉଚ୍ଚାରଣ
[ସମ୍ପାଦନା](ନିଦ ମନ୍ତ୍ର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ନିଦ ମନ୍ତର
|
ଦେଶଜ - ବିଶେଷ୍ୟ - (ସଂ, ନିଦ୍ରା+ମନ୍ତ୍ର)
[ସମ୍ପାଦନା]ଗାଢ଼ ନିଦ୍ରାଜନକ ମନ୍ତ୍ର; ଚୋରମାନେ ଯେଉଁ ମନ୍ତ୍ରରେ ମାଟି ବା ଧୂଳି ଅଭିମନ୍ତ୍ରିତ କରି ଗୃହରେ ଶୋଇ ଥିବା ବ୍ୟକ୍ତିମାନଙ୍କ ଦେହକୁ ଫିଙ୍ଗିଲେ ସେମାନେ ଗାଢ଼ ନିଦ୍ରାଭିଭୁତ ହୁଅନ୍ତି ଓ ଚୋର— ମାନେ ଏହି ଅବସରରେ ନିରାପଦରେ ଚୋରି କରନ୍ତି — Esoteric formule with which thieves are said to consecrate dust which they throw on the sleeping inmates of a house and which is said to induce profound sleep in them.