Jump to content

ନିଦ ମଳମଳ

ଉଇକିଅଭିଧାନ‌ରୁ

ନିଦ ମଳମଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିଦ୍ରାଳୁ)

[ସମ୍ପାଦନା]

ନିଦ୍ରାଳୁ; ନିଦ୍ରା,କ୍ତ; ସମ୍ପର୍ଣ୍ଣ ରୂପେ ନିଦ୍ରାସକ୍ତ ଛାଡ଼ି ନ ଥିବା (ବ୍ୟକ୍ତି) — Sleepy (persons).

ସେ ନିଦ ମଳ ଆଖିରେ ତାଙ୍କୁ କେତେବେଳେ ଚାହିଁ ପଚାରିଲେ, ମୋତେ କାହିଁକି ଉଠାଇବ?—ନୀଳକଣ୍ଠ ପିଲାଙ୍କ ରାମାୟଣ