ନିଦ ମାଟି
ଦେଖଣା
ନିଦ ମାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିଦ ମାଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୋଦଚୂର୍ଣ୍ଣ; ମନ୍ତୁରା ହୋଇଥିବା ଯେଉଁ ଧୁଳିକୁ ଚୋରମାନେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ପକାଇ ଚୋରି କରନ୍ତି —Charmed dust used by thieves to throw on sleeping inmates of a house and which is said to induce profound sleep, thus giving the thieves opportunity to sreal.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପୂର୍ବଦିଗରେ ପଡ଼ିଥିବା ଉନ୍ଦ୍ରଧନୁର କୋଟି ବା ଅଗ୍ରଭାଗ, ଯେଉଁଠାରେ ଭୂମିରେ ଛିଣ୍ଡି ଥିବାପରି ଦିଶେ, ଚୋରମାନେ ସେହିଠାରୁ ଆଣିଥିବା ମାଟି —The earth colledted by thieves from the place where a rainbow appears to touch the earth.
[ଦ୍ରଷ୍ଟବ୍ୟ —ଏହି ମାଟିକୁ ସାଧାରଣତଃ ଚୋରମାନେ ନିଦ ମାଟିରୂପେ ବ୍ୟବହାର କରନ୍ତି ଯେଉଁଘରୁ ସେମାନେ ଚୋରି କରିବାକୁ ଇଚ୍ଛା କରନ୍ତି, ସେ ଘରେ ଶୋଇଥିବା ଲୋକଙ୍କ ଉପରେ ଏହି ମାଟିକୁ ପକାଇ ଦେଲେ ସେମାନେ ଗାଢ଼ ନିଦ୍ରାରେ ଶୋଇ ପଡ଼ନ୍ତି ଓ ଚୋରମାନେ ସେହି ସୁଯୋଗରେ ଘରର ସମସ୍ତ ପଦାର୍ଥ ଚୋରି କରି ନିଅନ୍ତି]