Jump to content

ନିଦ ଲାଗିବା

ଉଇକିଅଭିଧାନ‌ରୁ

ନିଦ ଲାଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଦ ମାଡ଼ିବା; ନିଦ୍ରାକର୍ଷଣ; ଘୁମ ମାଡ଼ିବା — ୧. Sleepiness; drowsiness.
୨. ନିଦ୍ରିତ ହେବା; ଗାଢ଼ ନିଦ୍ରାରେ ଶୋଇବା ଅବସ୍ଥା — ୨. Being asleep.