ନିଧଡ଼କ
ଦେଖଣା
ନିଧଡ଼କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବେଧଡ଼କ; ନିର୍ଭୟ; ନିଃଶଙ୍କ — ୧. Fearless.
- ୨. ନିଶ୍ଚିନ୍ତ; ବେପରୁଆ — ୨. free from anxiety or care
- ୩. ନିଃସନ୍ଦେହ —୩. Doubtless.
- ୪. ଆଶଂକାହୀନ —୪. Free from apprehension.
- ୫. ଅପ୍ରତିବଦ୍ଧ —୫. Free from any impediment.
ବିଶେଷ୍ୟ -
[ସମ୍ପାଦନା]ଭୟାହୀନତା —Want of fear; fearless.
ବିଶେଷ୍ୟ - ବିଶେଷଣ -
[ସମ୍ପାଦନା]ନିର୍ଭୟଭାବରେ —Fearlessly.