Jump to content

ନିଧାନୀ

ଉଇକିଅଭିଧାନ‌ରୁ

ନିଧାନୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ନିଧାନ)

[ସମ୍ପାଦନା]

ବହନ ବା ଧାରଣ କରୁଥିବା (ସ୍ତ୍ରୀ) —Containing or carrying anything.

ବିଧାତା ବିଧାନୀ ଉଚ୍ଚାଟ ନିଧାନୀ ନୋହେ ସାବଧାନୀ ହୋଇଲେ ଭଞ୍ଜ. ବୈଦେହୀଶବିଳାସ

ସଂସ୍କୃତ - ବିଶେଷଣ - (ନିଧାନ+ଇନ୍; ୧ମା. ୧ବ)

[ସମ୍ପାଦନା]

ଯହିଁ ମଧ୍ୟରେ କୌଣସି ବସ୍ତୁ ଥାଏ —Containing anything in itself (M.W.)