ନିଧାନୁଆ
ଯେଉଁ ଚାଉଳ ସଙ୍ଗେ ଧାନ ରହି ଯାଇ ନ ଥାଏ; ଯେଉଁ ଚାଉଳରୁ ସବୁଧାନ ଯାକ ବଛା ହୋଇଥାଏ —Husked (rice); free from any admixture of grains of paddy.