Jump to content

ନିଧି ନିଖାତ

ଉଇକିଅଭିଧାନ‌ରୁ

ନିଧି ନିଖାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (କଚିରିଆ; କବଲା ଆଦିରେ ବ୍ୟବହୃତ)

[ସମ୍ପାଦନା]
୧. କୌଣସି ଜମିର ପୃଷ୍ଠ ଦେଶରେ ବା ଗର୍ଭରେ ଥିବା ଧନ —୧. (a term used in cinveyances) Riches in the surface of or inside any land.
୨. ଗୁପ୍ତ ଧନ; ପ୍ରୋଥିତ ଧନରତ୍ନାଦି —୨. Hidden treasure to be found in any land; treasure trove,

(ଯଥା—ଏ ଜମି ମଏ ତହିଁରେ ଥିବା ପୋତା ନୋତା, ନିଧିନିଖାତ, କାଷ୍ଠ ପାଷାଣ, ତରୁ ଲତା, ଛାୟା ଉପଛାୟା କୁଲ୍ ହବୁବାତ୍କୁ ଶହେ ଟଙ୍କା ଜରସମନରେ ଆପଣ ମୁସ୍ତରିଙ୍କ ହସ୍ତେ ବିକ୍ରି କଲୁ)