Jump to content

ନିଧି ରଥ

ଉଇକିଅଭିଧାନ‌ରୁ

ନିଧି ରଥ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜନୈକ ଉତ୍କଳୀୟ ପ୍ରାଚୀନ କବି — Name of a classic poet of Orissa.

[ଦ୍ରଷ୍ଟବ୍ୟ —ଗଞ୍ଜାମ ଜିଲ୍ଲାର ଏହାଙ୍କର ଘର କବି କାଳିଦାସଙ୍କ 'ଋତୁ ସଂହାର' କାବ୍ୟ ଏହାଙ୍କଦ୍ୱାରା ଓଡ଼ିଆଭାଷାରେ ଅନୁବାଦିତ ହୋଇ— ଅଛି ତାରିଣୀ ଉତ୍କଳ ସାହିତ୍ୟ. ଇତିହାସ ଏ ୩ ବର୍ଷ ତଳର କବି ଜଗବନ୍ଧୁ. ପ୍ରାଚୀନ ଉତ୍କଳ]