Jump to content

ନିଧୀୟମାନ

ଉଇକିଅଭିଧାନ‌ରୁ

ନିଧୀୟମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ନି+ଧା ଧାତୁ+କର୍ମମାନ; (ଶାନଚ)]

[ସମ୍ପାଦନା]

ସ୍ଥାପ୍ୟମାନ; ଯାହା ରଖା ଯାଇଅଛି ବା ଗଚ୍ଛିତ ରଖାଯାଇଅଛି —Which has been placed or deposited.