Jump to content

ନିଧୁବନ

ଉଇକିଅଭିଧାନ‌ରୁ

ନିଧୁବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି=ନିଶ୍ଚିତ+ଧୁବନ=କମ୍ପନ)

[ସମ୍ପାଦନା]
୧. କମ୍ପନ — ୧. Trembling; shaking.
୨. ମୈଥୁନ; ରମଣ; ରତିକ୍ରୀଡ଼ା — ୨. Coition; copulation.
୩. ଉପଭୋଗ —୩. Enjoyment.
୪. କ୍ରୀଡ଼ା; ବିଳାସ — ୪. Sport; pastime; dalliance.
୫. ଆଲୋଡ଼ନ; ଘାଣ୍ଟିବା; ମନ୍ଥନ — ୫. Agitation; churning.
୬. ହସ କୌତୁକ —୬. Merriment.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୃନ୍ଦାବନସ୍ଥ ଉଦ୍ୟାନବିଶେଷ —Name of a garden in Bṛundābana.

[ଦ୍ରଷ୍ଟବ୍ୟ —ଏ ଉଦ୍ୟାନ ତମାଳ, କଦମ୍ୱ ଓ ଏକଜାତୀୟ କ୍ଷୁଦ୍ରକଣ୍ଟକ— ଯୁକ୍ତ ନତଶାଖ ବୃକ୍ଷରେ ପୂର୍ଣ୍ଣ ଏ ଉଦ୍ୟାନ ମଧ୍ୟରେ ଖଣ୍ଡିଏ ଛୋଟ ପକ୍କା (କୁଟୀର) ଅଛି ଏହା ରାଧାକୃଷ୍ଣଙ୍କର ନିତ୍ୟ ମିଳନ ସ୍ଥଳ (ସେବାକୁଞ୍ଜ) ବୋଲି ଲୋକବିଶ୍ୱାସ ଏଠାରେ ରାତ୍ରିରେ କେହି ରହନ୍ତି ନାହିଁ ଏମନ୍ତ କି, ସୂର୍ଯ୍ୟାସ୍ତ ପୂର୍ବରୁ ଏ ଉଦ୍ୟାନକୁ ଯାତ୍ରୀମାନଙ୍କ କ୍ଷିପ୍ତ ବୁଟ, ଚଣା ଆଦି ଖାଇବା ଲୋଭରେ ଦିନଯାକ ଆସି ବୁଲୁଥିବା ଶତ ଶତ ମାଙ୍କଡ଼ ଏ ଉଦ୍ୟାନ ଛାଡ଼ି ଚାଲିଯିବାର ଦେଖାଯାଏ]