Jump to content

ନିଧେୟ

ଉଇକିଅଭିଧାନ‌ରୁ

ନିଧେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ଧା ଧାତୁ+କର୍ମ. ଯ)

[ସମ୍ପାଦନା]
୧. ସ୍ଥାପନଯୋଗ୍ୟ; ସ୍ଥାପନୀୟ —୧. Capable of being placed; fit to be laid in a receptacle.
୨. ଗଚ୍ଛିତ ରଖିବାର ଯୋଗ୍ୟ — ୨. Fit to be deposited.