Jump to content

ନିଧୋଇଆ

ଉଇକିଅଭିଧାନ‌ରୁ

ନିଧୋଇଆ

ଉଚ୍ଚାରଣ

[ସମ୍ପାଦନା]

(ନିଧୋୟା—ଅନ୍ୟରୂପ)

(ଧୋଇଆ—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ନିର୍+ଧୌତ)

[ସମ୍ପାଦନା]

ଯେଉଁ ସ୍ଥାନ, ଜମିବା ଅଞ୍ଚଳ ଧୋଇ ବା ନଈବଢ଼ି ବା ଅତିବୃଷ୍ଟିଦ୍ୱାରା ନଷ୍ଟ ବା ଆକ୍ରନ୍ତ ହୁଏ ନାହିଁ —(a place) Which is not ravaged or visited by floods; uninundated; not subject to the ravages of flood and rain.

(ଯଥା—କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ନିଧୋଇଆ ମଉଜା ଅଟେ)