Jump to content

ନିଧ୍ର

ଉଇକିଅଭିଧାନ‌ରୁ

ନିଧ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଧୃ ଧାତୁ=ଧାରଣ କରିବା, ପିନ୍ଧିବା+କର୍ମ. ଅ)

[ସମ୍ପାଦନା]
୧. ଘର ଚାଳର ଓଳି —୧. The eaves of a house; the drip; the lower edge of a thatch.
୨. ବନ —୨. Wood; forest.


୩. ନେମି; ଚକ୍ରଧାରା; ପହିଆ — ୩. The circumference or rim of a wheel.
୪. ଚନ୍ଦ୍ର —୪. The moon.
୫. (ଜ୍ୟୋତିଷ) ରେବତୀ ନକ୍ଷତ୍ର — ୫. (astronomy) The last or ୨୭th lunar mansion.