Jump to content

ନିଧ୍ୟାନ

ଉଇକିଅଭିଧାନ‌ରୁ

ନିଧ୍ୟାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ଧ୍ୟୈ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଦର୍ଶନ; ଅବଲୋକନ —୧. Seeing; observing.
୨. ଗଭୀର ଧ୍ୟାନ —୨. Meditation.