Jump to content

ନିନା

ଉଇକିଅଭିଧାନ‌ରୁ

ନିନା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ ଓ ରାଜପରିବାର) ବିଶେଷ୍ୟ -

[ସମ୍ପାଦନା]
୧. ନନା; ବଡ଼ ଭାଇ —୧. Elder brother (used by some Raj families in the Orissa States).
୨. ଆପଣାଠାରୁ ବୟସରେ ବା ମର୍ଯ୍ୟାଦାରେ ବଡ଼ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ଓ ଗୌରବସୂଚକ ସମ୍ୱୋଧନ — ୨. An address of respect addressed to one's elder or superior.