Jump to content

ନିନାଦିତ

ଉଇକିଅଭିଧାନ‌ରୁ

ନିନାଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ନଦ୍ ଧାତୁ ଣିଚ୍=ନାଦି ଧାତୁ+କର୍ମ. ତ)

[ସମ୍ପାଦନା]
୧. ଶବ୍ଦିତ —୧. Sounded; noised.
୨. ଶବ୍ଦପୂର୍ଣ୍ଣ —୨. Noisy.
୩. ମୁଖରିତ —୩. Resounding; resonant.
୪. ଯେଉଁ ବାଦ୍ୟଯନ୍ତ୍ର ବଜା ଯାଇଅଛି; ବାଦିତ — ୪. (a musical instrument) Set to music; played upon.