Jump to content

ନିନ୍ଦନ

ଉଇକିଅଭିଧାନ‌ରୁ

ନିନ୍ଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିନ୍ଦ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନିନ୍ଦା; ଅପବାଦ —୧. Defamation.
୨. କୁତ୍ସା କରିବା —୨. Reviling;
୩. ଭର୍ତ୍ସନା —୩. Censure; rebuke.