ନିନ୍ଦା କରିବା
ଦେଖଣା
ନିନ୍ଦା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିନ୍ଦା କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ନିନ୍ଦ. ଧାତୁ)
[ସମ୍ପାଦନା]- ୧. ଦୋଷ ଦେବା — ୧. To blame.
- ୨. ଅପବାଦ କରିବା —୨. To defame.
- ୩. ଅନ୍ୟ ବସ୍ତୁ ବା ବ୍ୟକ୍ତିକୁ ଗୁଣରେ ପରାଜିତ କରିବା ବା ଜିଣିବା —୩. To excel another in good quality or grace.
ତାହା ଶୁଣି କିରାତ ଚାହିଁଲା ତାହାଙ୍କୁ, ଦେଖିଲା ମୁଖ କରୁଛି ଚନ୍ଦ୍ରକୁ କୃଷ୍ଣସିଂହ. ମହାଭାରତ ବନ
- ୪. ବଳି ପଡ଼ିବା; ବଳିଯିବା —୪. To surpass.