Jump to content

ନିନ୍ଦା ସ୍ତୁତି

ଉଇକିଅଭିଧାନ‌ରୁ

ନିନ୍ଦା ସ୍ତୁତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଅଳଙ୍କାରବିଶେଷ) ଯେଉଁ ସ୍ଥଳରେ ନିନ୍ଦା— ଛଳରେ ପ୍ରଶଂସା ଓ ପ୍ରଶଂସା ଛଳରେ ନିନ୍ଦା କରାଯାଏ ୧. A figure of speech in which a person is praised under the guise of raillry and vice versa;
୨. ନିନ୍ଦା ଓ ପ୍ରଶଂସା —୨. Blame and praise.
୩. ବ୍ୟାଜସ୍ତୁତି; ନିନ୍ଦା କରିବା ବାହାନାରେ ପ୍ରଶଂସା — ୩. Praising a person while feigning to revile him.