ନିନ୍ଦିବା
ଦେଖଣା
ନିନ୍ଦିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ନିନ୍ଦ୍ ଧାତୁ)
[ସମ୍ପାଦନା]- ୧. ନିନ୍ଦା କରିବା — ୧. To blame.
ନିନ୍ଦିବଟି ନକଲେ ତୁ ତାହା—କବିସୂର୍ଯ୍ୟ କିଶୋରୀଚମ୍ପୁ. ଞ୍ଜ—ଗୀତ
- ୨. ବଳିପଡ଼ିବା —୨. To exceed.
କୁନ୍ଦବିକାଶକୁ ନିନ୍ଦିବା ହାସକୁ ଖେଳାଇ ଦେବୁଟି ଗେଲେ— କବିସୂର୍ଯ୍ୟ. ସଙ୍ଗୀତ
- ୩. ଉତ୍କୃଷ୍ଟତର ହେବା —୩. To excel.
ତଦୁପର୍ଣ୍ଣେ ଦୀପ ନିନ୍ଦେ ତରାବ୍ରଜ—ରାଧାନାଥ, ନନ୍ଦିକେଶ୍ୱରୀ
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ଧାନବିଲ ବାଛିବା — To weed out grass etc from paddy fields.