Jump to content

ନିନ୍ଦୁ

ଉଇକିଅଭିଧାନ‌ରୁ

ନିନ୍ଦୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନିନ୍ଦ୍ ଧାତୁ+କର୍ମ. ଉ; ଏପରି ସ୍ତ୍ରୀ ସଂସାରରେ ଲୋକମୁଖରେ ନିନ୍ଦା ଶୁଣିବାରୁ)

[ସମ୍ପାଦନା]

ମୃତବସ୍ଥା ସ୍ତ୍ରୀ — A woman who brings forth still- born children.