ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ନିନ୍ଦକ)
[ସମ୍ପାଦନା]
ନିନ୍ଦକ (ଦେଖ) - Nindaka (See)
[ଦ୍ରଷ୍ଟବ୍ୟ —ସଂସ୍କୃତ ଭାଷାରେ 'ନିନ୍ଦୁକ' ଶବ୍ଦର ପ୍ରୟୋଗ ନାହିଁ, ବଙ୍ଗଳାରେ ଏ ଶବ୍ଦର ପ୍ରୟୋଗ ଦେଖି କେହି କେହି ଓଡ଼ିଆରେ 'ନିନ୍ଦକ' ଅର୍ଥରେ ଏ ଶବ୍ଦ ପ୍ରୟୋଗ କରୁଅଛନ୍ତି; କିନ୍ତୁ ଏହା ଭ୍ରାନ୍ତ ପ୍ରୟୋଗ]