Jump to content

ନିନ୍ଦ୍ୟ

ଉଇକିଅଭିଧାନ‌ରୁ

ନିନ୍ଦ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନିନ୍ଦ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନିନ୍ଦ୍ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ନିନ୍ଦନୀୟ — ୧. Blameable.
୨. ଦୂଷିତ; ଗର୍ହିତ; ଅନୁଚିତ — ୨. Bad; improper.