Jump to content

ନିପଟ ଗାଲୁଆ

ଉଇକିଅଭିଧାନ‌ରୁ

ନିପଟ ଗାଲୁଆ

ଉଚ୍ଚାରଣ

[ସମ୍ପାଦନା]
(ନିପଟ ଗାଲେ[ଲୋ]ଈ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନିପଟ ମିଛୁଆ; କଞ୍ଚା ମିଛୁଆ — ୧. One who is an inverterate liar.
୨. ଭୁରୁଡ଼ା — ୨. Vainglorious; braggart.